Join Telegram Group

Odia Grammar Test- 01

Odia Grammar Test- 01

1 / 10

ଉଡିଗଲା ଚଢେଇର ପର ଗଣିବା - ଏହି ଲୋକବାଣୀଟିର ଅର୍ଥ କ'ଣ ?

2 / 10

ବାକ୍ୟର କେଉଁ  ଅଂଶରେ  ତ୍ରୁଟି ଚିହ୍ନଟ କର ?

ଦାଣ୍ଡରେ ଗୋଟିଏ (କ) / ଧଳା ବାଛୁରିଟିଏ (ଖ) / ଡେଇଁ  ଡେଇଁ  ଯାଉଛି (ଗ)

3 / 10

ବାଟ ଭାଂଗିବା- ଏହି ରୂଢିଟିର ଅର୍ଥ କ'ଣ ?

4 / 10

ବୈତରଣୀ ନଦୀ ଗୋନାସିକାରୁ ବାହାରିଛି । - ରେଖାଙ୍କିତ ପଦଟିର କାରକ ନିର୍ଣ୍ଣୟ କର ।

5 / 10

“କୃପଣ' ଶବ୍ଦର ବିପରୀତାର୍ଥକ ଶବ୍ଦଟି ଚିହ୍ନାଅ ?

6 / 10

‘ପବନ’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?

7 / 10

ନିମ୍ନ ଶବ୍ଦମାନଙ୍କର ସଠିକ୍‌ ସନ୍ଧିଶବ୍ଦଟି ବାଛି ଲେଖ ।

କଟୁ  + ଉକ୍ତି = _________

8 / 10

ଓଡ଼ିଆ ବ୍ୟାକରଣରେ ବିଶେଷ୍ୟ ପଦମାନଙ୍କ ସଂଖ୍ୟା :

9 / 10

‘ସୈନ୍ୟବାସ’ - କେଉଁ ସମାସର ଅନ୍ତର୍ଗତ ?

10 / 10

ମହାନଦୀ ଓଡିଶାର ବଡ ନଦୀ ଅଟେ । ରେଖାଙ୍କିତ ଶବ୍ଦର ବିଶେଷ୍ୟ ସ୍ଥିର କର 

Your score is

The average score is 47%

0%

Leave a Comment